ରାଜଧାନୀରେ କେହି ମାନୁନାହାନ୍ତି କରୋନା କଟକଣା

ଭୁବନେଶ୍ୱର: ଲକ୍‌ଡାଉନ୍‌-୫ରେ ନିୟମ କୋହଳ ହେବା ପରେ ଏବେ ରାଜଧାନୀରେ କେହି କରୋନା କଟକଣା ମାନୁନାହାନ୍ତି। ହାଟ ବଜାର ସବୁଠି ଅସମ୍ଭାଳ ଭିଡ଼। ଦୋକାନ ଭିତରେ ୫ରୁ ଅଧିକ ଲୋକ ପ୍ରବେଶ କରାଇବାକୁ ନିୟମ ନଥିବାବେଳେ ଦୋକାନରେ ଏହାର ବହୁ ଗୁଣା ଲୋକ ବୁଲୁଛନ୍ତି। ଅଧିକାଂଶ ଲୋକ ମାସ୍କ ପିନ୍ଧୁନାହାନ୍ତି। କାହାର କାହା ମଧ୍ୟରେ ସାମାଜିକ ଦୂରତା ରହୁନି। ଏପରିକି ହୋଟେଲ/ଠେଲା/ଫାଷ୍ଟଫୁଡ୍‌ ଆଦି ଦୋକାନରୁ ଲୋକ ଯେତିକି ପାର୍ସଲ ନେଉନାହାନ୍ତି … Continue reading ରାଜଧାନୀରେ କେହି ମାନୁନାହାନ୍ତି କରୋନା କଟକଣା